ବାଲାକୋଟ୍ ଅଞ୍ଚଳରେ ଆତଙ୍କବାଦୀମାନେ ପୁନଃ ସକ୍ରିୟ ହୋଇଥିବାର ଖବର ମିଳିଛି। ପ୍ରାୟ ୫୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଗୁଇନ୍ଦା ସୂଚନା ମିଳିଛି। ତେବେ ଭାରତୀୟ ଯବାନମାନେ ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେନା ବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ କହିଛନ୍ତି।
Post Views: 895