କଂଗ୍ରେସର ଭାରତ ଯୋଡ ପଦଯାତ୍ରା ବୈଠକ, ଦଳର ସାଂଗଠନିକ ସ୍ଥିତି ନେଇ ଆଲୋଚନା

ନୂଆଦିଲ୍ଲୀ ୧୪/୦୭: ଆଜି କଂଗ୍ରେସର ଭାରତ ଯୋଡ ପଦଯାତ୍ରା । ଏହାକୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କଂଗ୍ରେସ ଭବନରେ ଏହି ବୈଠକ ଅପରାହ୍ନରେ ହେବ । ବୈଠକରେ ସବୁ ରାଜ୍ୟର ପ୍ରଭାରୀ, ସମେତ, ପିସିସି ସଭାପତି, ବରିଷ୍ଠ ନେତା ଉପସ୍ଥିତ ରହିବେ । ବୈଠକରେ ଦଳର ସାଂଗଠନିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ। ସେ ନେଇ ଆଜି ଦିଲ୍ଲୀ ପହିଞ୍ଚିଛନ୍ତି ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ । ଏହା ସହ ଅନେକ ବରିଷ୍ଠ ନେତୃବୃଦ୍ଧ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

Spread the love