କିଲର ଲୁକ୍‌ରେ ନଜର ଆସିଲେ ହିନା ଖାନ୍‌, ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ ୧୫।୦୭: ପ୍ରସିଦ୍ଧ ଟେଲି ଅଭିନେତ୍ରୀମାନଙ୍କ ତାଲିକାରେ ହିନା ଖାନ ଅନ୍ୟତମ । କଠିନ ପରିଶ୍ରମ ଏବଂ ସୁନ୍ଦର ଅଭିନୟ ହେତୁ ହିନା ଖାନ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ସହିତ ହିନା ଖାନ ଅଭିନୟ ଜଗତରେ ତାଙ୍କର ପ୍ରଥମ ପାଦ ଦେଇଥିଲେ। ଯାହା ପରେ ସେ ଖୁବ୍‌ ଶୀର୍ଷରେ ପହଞ୍ଚିଥିଲେ। ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ହିନା। ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ଫଟୋ ସେୟାର କରିଥାନ୍ତି।  ହେଲେ ଏବେ ତାଙ୍କର ଏମିତି ଏକ ଫଟୋ ଭାଇରାଲ୍‌ ହୋଉଛି । ଯାହା ଇଣ୍ଟରନେଟ୍‌ରେ ନିଆଁ ଲଗାଉଛି।

Spread the love