ଭୁବନେଶ୍ୱର, ୧୭/୦୭: ସିଲ୍ ହେଲା ରିଲାଏନ୍ସ ଫ୍ରେଶ୍ । ଗୋପବନ୍ଧୁ ଛକ ନିକଟରେ ଥିବା ରିଲାଏନ୍ସ ଫ୍ରେଶ୍କୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ୩ ଦିନ ପାଇଁ ସିଲ୍ କରାଯାଇଛି । ଅପରିଷ୍କାର ଓ ସ୍ଵଚ୍ଛତା ବଜାୟ ନରଖିବାରୁ ବିଏମସିର south west zone କମିଶନର ସିଲ୍ କରିଥିବା ଜଣାପଡ଼ିଛି ।
Post Views: 273