କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଲୋକେ ଉତ୍ସାହିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ଏକ ବିଶାଳ ସମାବେଶରେ ସେ ଆଜି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସହର ।   ବିଜେପି ଶିବିର ମଧ୍ୟ ତାଙ୍କ ଗସ୍ତକୁ ନେଇ ଆସନ୍ତା ନିର୍ବାଚନ ପାଇଁ ଆଶା ପ୍ରକଟ କରିଛନ୍ତି । ବହୁଦିନ ପରେ ଉକ୍ତ ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଗସ୍ତ କରୁଥିବାରୁ ଆନନ୍ଦର ଲହରି ଖେଳିଯାଇଛି ।

 

Spread the love