ପତି-ପତ୍ନୀ କେବେ କରନ୍ତୁ ନାହିଁ ଏହି ୩ କାମ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ବହୁ କଥା ଉଲ୍ଲେଖ କରିଛନ୍ତି । ଯେଉଁଥିରେ ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ କେମିତି ସମ୍ପର୍କ ହେବ,ସେନେଇ କିଛି ନିୟମ ବନାଇଛନ୍ତି । ନୀତିଶାସ୍ତ୍ରରେ କହିଛନ୍ତି କି ଜଣେ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ସମ୍ପର୍କ ଗଭୀରତାରେ ପହଞ୍ଚାଇବାରେ ଏହି କଥା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସେହି କଥା ।

ବିଶ୍ୱାସ

ଚାଣକ୍ୟଙ୍କ ମତରେ ଯଦି ଆପଣ କିଛି ପ୍ରେମ ସମ୍ପର୍କରେ ବନ୍ଧା ତ ଜଣେ ଅନ୍ୟଜଣଙ୍କ ଉପରେ ବିଶ୍ୱାସ କରିବା ଉଚିତ୍‌ । କୁହାଯାଏ ଯେଉଁ ସମ୍ପର୍କରେ ବିଶ୍ୱାସ ଥାଏ, ସେ ସମ୍ପର୍କରେ ଯେତେ ବି ପରୀକ୍ଷା ଆସୁ ଶେଷରେ ସଫଳତା ମିଳିଥାଏ ।

ବିନମ୍ରତା

କେବେ ବି ପ୍ରେମ ସମ୍ପର୍କରେ ଅଂହକାର ର ସ୍ଥାନ ନାହିଁ । ଏମିତି ହେବା ଦ୍ୱାରା ସମ୍ପର୍କରେ ମଧୁରତା ଆସି ନଥାଏ । ଫଳରେ କିଛି ଦିନ ପରେ ସମ୍ପର୍କ ଭାଙ୍ଗି ଯାଇଥାଏ । ତେଣୁ ସମ୍ପର୍କରେ ବିନମ୍ରତା ସର୍ବଦା ଆବଶ୍ୟକ ।

ନିଃଶ୍ୱାର୍ଥ

ପ୍ରେମ ଯଦି ବିନା ସ୍ୱାର୍ଥରେ ହୋଇଥାଏ ତ ମଧୁର ହୋଇଥାଏ । ତେଣୁ କିଛି ବି ଦେଖାଇ ହେବା ବା ସ୍ୱାର୍ଥ ଠାରୁ ଦୂରରେ ରୁହନ୍ତୁ । ସମ୍ପର୍କ ମଜବୁତ ରହିବ । ସର୍ମ୍ପରେ ନିଃଶ୍ୱାର୍ଥ ହେବା ଜରୁରୀ । ନିଃଶ୍ୱାର୍ଥ ପ୍ରେମ ହିଁ ପ୍ରକୃତ ପ୍ରେମ ।

ସ୍ୱାଧୀନତା

କୌଣସି ବି ସମ୍ପର୍କରେ ସ୍ୱାଧୀନତା ଜରୁରୀ । କାରଣ ଯେଉଁ ସମ୍ପର୍କରେ ସ୍ୱାଧୀନତା ନଥାଏ,ତାହା କିଛି ଦିନ ପରେ ଭାଙ୍ଗି ଯାଇଥାଏ ।

Spread the love