ପୁଲିସ ଏସ.ଆଇ ଓ ଇନିସପେକ୍ଟର ମଧ୍ୟରେ ଅଦଳବଦଳ

ସୋମବାର  ଡିଆଇଜି ଏନସିଆର ତାଳଚେର ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିବା ସବ୍ଇନିସପେକ୍ଟର ଓ ଇନିସପେକ୍ଟର ସ୍ତରରେ ଅଦଳବଦଳ କରିଥିବା ଜଣାଯାଇଛି । ତେବେ ଇନିସପେକ୍ଟର ସ୍ତରରେ ପିତାମ୍ବର ମଲ୍ଲିକ ଢ଼େଙ୍କାନାଳକୁ,ପ୍ରଶାନ୍ତ କୁମାର ପାତ୍ର ଦେବଗଡକୁ,ବିଜୟ କୁମାର ହାଇବୁରୁ ଢ଼େଙ୍କାନାଳକୁ,ପ୍ରତିମଞ୍ଜରୀ ମେଣ୍ଡୁଲି ଢ଼େଙ୍କାନାଳକୁ, ସସ୍ମିତା ବାରିକ ଅନୁଗୁଳକୁ, ପ୍ରଭାତ କୁମାର ତ୍ରିପାଠୀ ଅନୁଗୁଳକୁ, ଜିତେନ୍ଦ୍ର କୁମାର ସାହୁ ଦେବଗଡକୁ,ଦୋଳେଶ୍ୱର ନାଏକ ଅନୁଗୁଳକୁ,ଦୀପକ କୁମାର ଜେନା ଦେବଗଡକୁ, ପ୍ରଦୀପ କୁମାର ପ୍ରଧାନ ଅନୁଗୁଳକୁ,ଆନନ୍ଦ କୁମାର ଡୁଙ୍ଗ୍ଡୁଙ୍ଗ୍ ଢ଼େଙ୍କାନାଳକୁ, ବ୍ରହ୍ମାନନ୍ଦ ପାତ୍ର ଢ଼େଙ୍କାନାଳକୁ, ଏବଂରତ୍ନାକର ମଲ୍ଲିକ ଙ୍କୁ ଢ଼େଙ୍କାନାଳକୁ ବଦଳି କରାଯାଇଛି ।

ସେହିଭଳି ସବ୍ଇନିସପେକ୍ଟର ସ୍ତରରେ ବନାନୀ ବେହେରା ଢ଼େଙ୍କାନାଳକୁ,ଧୀରେନ୍ଦ୍ର କୁମାର ସ୍ୱାଇଁ ଦେବଗଡକୁ,ଦୀନକୃଷ୍ଣ ମିଶ୍ର ଡିଆଇଜିପି,ଏନସିଆର ତାଳଚେରକୁ,ଗୈନ୍ଦୁରାମ ଶତନାମୀ ଦେବଗଡକୁ,ପ୍ରାଣକୃଷ୍ଣ ମଲ୍ଲିକ ଢ଼େଙ୍କାନାଳକୁ, ପ୍ରଶାନ୍ତ କୁମାର ପଢ଼ିହାରୀ ଢ଼େଙ୍କାନାଳକୁ,ରଞ୍ଜିତା ସାହୁ ଦେବଗଡକୁ, ସବିତା ପାତ୍ର ଢ଼େଙ୍କାନାଳକୁ,ସାବିତ୍ରୀ ପଣ୍ଡାଙ୍କୁ ଢ଼େଙ୍କାନାଳ,ସମରଜିତ ନାୟକ ଢ଼େଙ୍କାନାଳକୁ, ସନ୍ତୋଷ କୁମାର ମିର୍ଦ୍ଧା ଦେବଗଡକୁ,ସୁକାନ୍ତି କେରେକେଟା ଦେବଗଡକୁ,ଶୋଭା ପଟ୍ଟନାୟକ ଡିଆଇଜିପି,ଏନସିଆର ତାଳଚେରକୁ,ଯୁଗଳ କିଶୋର ଦାସ ଅନୁଗୁଳକୁ,କ୍ଷିତିଶ ଚନ୍ଦ୍ର ପାତ୍ର ଅନୁଗୁଳକୁ,ଲିଆଜନ ଖାନ ଅନୁଗୁଳକୁ,ସୁମିତ୍ରା ପାତ୍ର ଅନୁଗୁଳକୁ,ସଞ୍ଜବ କୁମାର ରଣଭାଇସା ଦେବଗଡକୁ,ଶଶିଭୂଷଣ ବେହେରା ଅନୁଗୁଳକୁ,ବିନୋଦ ବିହାରୀ ଗଡନାୟକ ଅନୁଗୁଳକୁ,ପ୍ରମୋଦ କୁମାର ଗଡନାୟକ ଦେବଗଡକୁ,ପବିତ୍ର କୁମାର ମହାରଣା ଅନୁଗୁଳକୁ,ରଞ୍ଜିତା ଏକ୍କା ଅନୁଗୁଳକୁ,ପ୍ରଭାକର ମଲ୍ଲିକ ଅନୁଗୁଳକୁ,ପ୍ରକାଶ ଚନ୍ଦ୍ର ମାଝୀ ଅନୁଗୁଳକୁ, ମାନସ କୁମାର ମହାକୁଳ ଅନୁଗୁଳକୁ,ଜନ୍ମେଜୟ ପାତ୍ର ଢ଼େଙ୍କାନାଳକୁ,ହେମନ୍ତ କୁମାର ବେହେରା ଦେବଗଡକୁ,ସୁରେଶ ଚନ୍ଦ୍ର ବେହେରା ଢ଼େଙ୍କାନାଳକୁ ବଦଳି କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

Spread the love