ଶ୍ରୀମନ୍ଦିର ନିକଟରେ ବୋମାମାଡ଼

ପୁରୀ, ୮/୧୧: ଶ୍ରୀମନ୍ଦିର ନିକଟରେ ବୋମାମାଡ। ପୁରୀ ଟାଉନଥାନା ଅର୍ନ୍ତଗତ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ବୋମାମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ। ସିସିଟିଭିରେ କଏଦ୍ ହେଲା ବୋମାମାଡର ଦୃଶ୍ୟ। ବୋମାମାଡର କାରଣ ଅସ୍ପଷ୍ଟ। ଜଣେ ଦୁର୍ବୃତ୍ତକୁ ଟାଉନ ଥାନା ପୋଲିସ ଅଟକ ରଖିଥିବା ଥିବା ସୂଚନା ମିଳିଛି ।

Spread the love