ବିଧାନସଭାର ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ

ଭୁବନେଶ୍ୱର ୨୧।୧୧ : ବିଧାନସଭାରୁ ହଟିଲା କୋଭିଡ଼ କଟକଣା । ବିଧାୟକ, ମନ୍ତ୍ରୀ, ଷ୍ଟାପ୍‌ଙ୍କ ପାଇଁ କୋଭିଡ଼ ମୁକ୍ତ ହେଲା ବିଧାନସଭା । ପ୍ରେସ୍‌ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ । ଏଣିକି ବିନା କୋଭିଡ଼ କଟକଣାରେ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ।

Spread the love