ରାଜଧାନୀରେ bmcର ଆକ୍ସନ ପ୍ଲାନ୍‌: ଏଣିକି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱରରେ ମଶା ଉପଦ୍ରବ ପ୍ରସଙ୍ଗ। ମଶା ଦମନ ପାଇଁ bmc ର ଆକ୍ସନ ପ୍ଲାନ୍‌। ମଶା ଦମନରେ ସାମିଲ ହେବ ଡ୍ରୋନ। ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ। ଗାଡ଼ି ଯାଇ ପାରୁନ ଥିବା, ଅବ୍ଯବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନ୍‌ ରେ ସାମିଲ ହେବ ଡ୍ରୋନ। ମଶା ଧୂଆଁ ଗାଡି ସଂଖ୍ଯା ବଢାଯିବ। ଗ୍ରାସ, ବୁଶ କଟିଙ୍ଗ ଟିମ୍‌ ବଢାଯିବ। ଅଧିକ ମଶା ବଂଶ ବୃଦ୍ଧି ହେଇଥିବା ଅଞ୍ଚଳରେ ଟେକ୍ନିକାଲ ଟିମ୍‌ ସର୍ଭେ କରିବେ। ଏନେଇ Bmc କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସୁଚନା।

Spread the love