ରୌପ୍ୟ ଜୟନ୍ତିରେ ଯୋଗଦେଲେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଶ୍ରମିକ ସଂଘ ପକ୍ଷରୁ ରୌପ୍ୟ ଜୟନ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଶ୍ରମିକ ସଂଘ ସଭାପତି ହରିହର ସିଂହ ଙ୍କ ଅଧକ୍ଷ ତାରେ ଓ ରବୀନ୍ଦ୍ର ମିଶ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳ ସମ୍ପଦ,ବାଣିଜ୍ୟ ଓ ପରିବହନ

ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କାରଖାନାର ମହା ପ୍ରବନ୍ଧକ ପ୍ରଦିପ ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କାରଖାନା ର ଉନ୍ନତି ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ।
ଶତାଧିକ ଲୋକେ ଉପସ୍ଥିତ ଥିଲେ

Spread the love