ଆମ୍ବପାଳି ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଆମ୍ବପାଳି ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ବାଗ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ରାଜ ବିହାରି ବନଛୋର, ଛନ୍ଦା ଚରଣ ସୁନା, ସୁଶୀଲ କୁମାର ଭୋଇ, ଚକ୍ର ଧର ବାଗ,କ୍ଷେତ୍ର ମେହେର, ପର୍ଶୁରାମ ପୁଟେଲ, ବୈଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହୀର,ଦେବରାଜ ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଖେଳ ଶିକ୍ଷକ ରାଜ ବିହାରୀ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love