ନିଯୁକ୍ତି ଖବର; ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଓଡ଼ିଶା ପ୍ରଶାସନିକ ସେବାର ୬୮୩ଟି ପଦବୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୨୯ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୪ଟି ଏକ୍ସ ସର୍ଭିସମ୍ୟାନ୍ ଓ ୭ଟି କ୍ରୀଡାବିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ପଦବୀ ନିମନ୍ତେ ଜାନୁଆରୀ ୧୭ରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ପଦବୀ ଉଭୟ ଗ୍ରୁପ୍ -ଏ ଓ ବି ବର୍ଗ ପାଇଁ ଉଦ୍ଦିଷ୍ଟ।

Spread the love