ଲୋକ କଳା ଉତ୍ସବକୁ ଉଦଘାଟନ କଲେ ପୂର୍ବତନମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଆଜି ଲୋକ କଳା ଉତ୍ସବ ତୃତୀୟ ବର୍ଷ ରେ ଅନୁଷ୍ଠିତ ହୋଇଯାଇଛିl ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ, ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, କରମତଲା ସରପଞ୍ଚ ତିଲୋତ୍ତମା ବାଗ, ସ୍ଥାନୀୟ ସମିତି ସଭ୍ୟା ସରୋଜିନି ବିଭାର, ସମାଜସେବୀ ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ l

Spread the love