ବଡମାଲ ଗୋଳାବାରୁଦ କାରଖାନା ରେ ବିସ୍ଫୋରଣ

ସଇଁନ୍ତଲା:ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ବଡମାଲ ଗୋଳାବାରୁଦ କାରଖାନା ରେ ବିସ୍ଫୋରଣ । ଏକ ବଡ ଧରଣ ର ଦୁର୍ଘଟଣା ରୁ ବର୍ତ୍ତିଲେ କାରଖାନା କର୍ମଚାରୀ। ବିସ୍ଫୋରଣରେ ରିମୋଟ୍ ମେସିନ୍ ନଷ୍ଟ ହୋଇଥିବା ବେଳେ ଏଥିରେ କୌଣସି କର୍ମଚାରୀ ଆହତ ହୋଇନାହାନ୍ତି l

Spread the love