ହକି ବିଶ୍ୱ କପର ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିଲେ ଛାତ୍ର ଛାତ୍ରୀ

ସଇଁନ୍ତଲା, ରାଜ୍ୟ ସରକାର ଙ୍କ ପକ୍ଷରୁ ଆଜି ବାରବାଟୀ ବିଶ୍ୱ ହକିକପ କୁ ନେଇ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ବିଭିନ୍ନ ପଂଚାୟତ, ସ୍କୁଲ, କଲେଜ ପରିସରରେ ଟିଭି ମାଧ୍ୟମରେ ଭିଡିଓ ସିଧା ପ୍ରସାରଣ ଦେଖିବାକୁ ପାଇଥିବା ବେଳେ ଅନେକ ଉତ୍ସlହିତ ଦେଖିବାକୁ ମିଳିଥିଲା l ଅନେକ ସ୍ଥାନରେ ବିଶ୍ୱ ହକି କୁ ନେଇ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନାଚ ଗୀତ ପରିବେଷଣ ହୋଇଥିଲା ହେଲେ ବ୍ଲକ କାର୍ଯ୍ୟଳୟ ପରିସରରେ ସିଧା ପ୍ରସାରଣ ଦେଖିବା ପାଇ ଆସିଥିବା ଛାତ୍ରୀ, ଶିକ୍ଷୟତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିବା ବେଳେ ଅଵ୍ୟବସ୍ଥା ଦେଖା ଦେଇଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇ ଥିଲା l ଏହି l ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଚନ୍ଦ୍ରମଣି ନାଗ, ତହସିଲଦାର ମନସିଫିଲ୍ କେରକେଟା, ସିଡିପିଓ ସବିତା ଦାଶ, ଏପିଓ ବନଜା ବାସିନୀ ଦାଶ, ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l

Spread the love