ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ବିରୋଧରେ ଅନୁଭବ ମହାନ୍ତି କରିଛନ୍ତି ମାନହାନୀ ମକଦମା

ସାଂସଦ ଅନୁଭବ ମହାନ୍ତି ଓଡ଼ିଶାର ଏକ ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ବିରୋଧରେ କରିଥିବା ମାନହାନୀ ମକଦମାର ଶୁଣାଣି । ସମ୍ପୃକ୍ତ ନ୍ୟୁଜ ଚ୍ୟାନେଲ ତାଙ୍କ ବିରୋଧରେ ଅପପ୍ରଚାର କରୁଥିବା ଅଭିଯୋଗରେ ମାନହାନୀ ମକଦମା ଦାୟର କରିଥିଲେ ଅନୁଭବ ମହାନ୍ତି । ଫେକ୍‌ ନ୍ୟୁଜ ମାଧ୍ୟମରେ ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି ସେ ।

ଏନେଇ ଚ୍ୟାନେଲ ବିରୋଧରେ କୋର୍ଟକୁ ତଥ୍ୟ ପିଟିସନ୍‌ ମାଧ୍ୟମରେ ଜଣାଇଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱିନ ଦୁବେ । ମାମଲାର ପରବର୍ତ୍ତା ଶୁଣାଣି ଆସନ୍ତ ଜାନୁୟାରୀ ୨୪ ତାରିଖରେ ହେବ ।

Spread the love