Skip to content
Monday, June 8, 2026
Latest:
  • ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି
  • ୮୦ ଗ୍ରାମ ଓଜନର ୭ ସୁନା ଚେନ୍ ଉଦ୍ଧାର, ଚେନ୍ ସ୍ନାଚିଂ ଗ୍ୟାଙ୍ଗର ୫ ଗିରଫ
  • ୧୩୨ କେଭି ଟାୱାର ଉପରେ ୨ ଘଣ୍ଟାର ହାଇଡ୍ରାମା, ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ
  • ବିଦେଶ ଗଲା ପାଟଣାଗଡ଼ ଆମ୍ବ, ଏଥର ଜର୍ମାନୀ ଓ ଇଟାଲୀକୁ ହେଉଛି ରପ୍ତାନି
  • ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ପଦାଧିକାରୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜନୀତି 

ଏପ୍ରିଲ ୩ରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ

March 9, 2023 Satya atabira-council-elections-announced-on-april-3-nominations-to-be-submitted-from-today, Political

ଆସନ୍ତା ଏପ୍ରିଲ ୩ରେ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ। ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ୧୫ ତାରିଖ ଯାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ୨୦୧୧ମସିହାରେ ଗଠନ ହୋଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦୧୩ରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ଭୋଟର ୧୩ ହଜାର ୫୨୦ ଥିବା ବେଳେ ୧୨ଟି ୱାର୍ଡ ରହିଛି।

Post Views: 710
Spread the love
  • ← ବିଜେପିରେ ବଢୁଛି ସଙ୍କଟ, ତାମିଲନାଡୁରେ ଦଳ ଛାଡିଲେ ଆଉ ୧୩ ନେତା
  • ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି →

ADVT

Recent Posts

  • ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି June 7, 2026
  • ୮୦ ଗ୍ରାମ ଓଜନର ୭ ସୁନା ଚେନ୍ ଉଦ୍ଧାର, ଚେନ୍ ସ୍ନାଚିଂ ଗ୍ୟାଙ୍ଗର ୫ ଗିରଫ June 7, 2026
  • ୧୩୨ କେଭି ଟାୱାର ଉପରେ ୨ ଘଣ୍ଟାର ହାଇଡ୍ରାମା, ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ June 7, 2026
  • ବିଦେଶ ଗଲା ପାଟଣାଗଡ଼ ଆମ୍ବ, ଏଥର ଜର୍ମାନୀ ଓ ଇଟାଲୀକୁ ହେଉଛି ରପ୍ତାନି June 7, 2026
  • ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ପଦାଧିକାରୀ June 7, 2026

Calendar

June 2026
M T W T F S S
1234567
891011121314
15161718192021
22232425262728
2930  
« May    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.