ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା-କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର-ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମାମାଡ। ପୂର୍ବତନ ସମିତି ସଭ୍ଯ ହେଲେ ଅଶ୍ୱିନୀ କୁମାର ପରିଡା। ବୋମାମାଡରେ ଘର ଆଗରେ ଗ୍ଯାରେଜରେ ଥିବା ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବୋମା ମାଡ଼ କରିଥିବା ଜଣାପଡିଛି। ଢେଙ୍କାନାଳ ଜିଲ୍ଲା-କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର-ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମାମାଡ। ପୂର୍ବତନ ସମିତି ସଭ୍ଯ ହେଲେ ଅଶ୍ୱିନୀ କୁମାର ପରିଡା। ବୋମାମାଡରେ ଘର ଆଗରେ ଗ୍ଯାରେଜରେ ଥିବା ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବୋମା ମାଡ଼ କରିଥିବା ଜଣାପଡିଛି।

Spread the love