କନେଷ୍ଟବଳ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ୧୭ରେ ଆସି ଜଏନ କର

କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଜଏନ କରିବା ପାଇଁ ଟ୍ବିଟ କରି ସୂଚନା ଦେଲା କମିଶନରେଟ ପୋଲିସ। ଟ୍ବିଟ କରି ଲଖିଛି ଓଡ଼ିଶା ପୋଲିସର କନେଷ୍ଟବଳ(ସିଭିଲ)୨୦୨୨ ଚୟନ ପରକ୍ଷାରେ ଭୁବନେଶ୍ବର-କଟକ ପୋଲିସ କମିଶନରେଟ ପାଇଁ କୃତକାର୍ଯ୍ୟ ହୋଇଥିବା ପାର୍ଥୀମନଙ୍କୁ ଜଣାଇ ଦିଆଯାଉଛି ଯେ, ସେମାନେ ଏପ୍ରିଲ ୧୭ ତାରିଖ ଦିନ ସକାଳ ୮ଟା ସୁଦ୍ଧା ରିଜର୍ଭ ପୋଲିସ ଲାଇନ ଭୁବନେଶ୍ବରରେ ନିଜର ଓରିଜିନାଲ ସାର୍ଟିଫିକେଟ ଓ ଡାକ୍ତରୀ ଫିଟନେସ ସାର୍ଟିଫିକେଟ ସହ ଜଏନିଂ ଏବଂ ଟ୍ରେନିଂ ଆରମ୍ଭ କରିବା ପାଇଁ ରିପୋର୍ଟ କରିବେ’’।

Spread the love