ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ

ଲାଠୋର ଡାକ୍ତରଖାନାରୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ। ଘଟଣା ସ୍ଥଳରେ ଉତ୍ତେଜନା। ତୁରେକେଲା ଥାନା ଗଏନ୍ଦିମାଲ ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ବାଇକରେ ଆରୋହୀ ସ୍ୱାମୀ ଓ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ। ମୃତକ ସ୍ୱାମୀ ହେଲେ ଗଏନ୍ଦିମାଲ ଗାଁରେ ଅଶୋକ ମାଝୀ ଏବଂ ଗର୍ଭବତୀ ସ୍ତ୍ରୀ ଲଲିତା ମାଝୀ। ଘଟଣା ସ୍ଥଳରେ ତୁରେକେଲା ପୋଲିସର ତଦନ୍ତ ଆରମ୍ଭ।

Spread the love