ସକାଳୁ ଉଠି ଏହି ୩ ଗଛର ପତ୍ରକୁ ଚୋବାନ୍ତୁ, ଡାଇବେଟିସ ଓ ବ୍ଲଡପ୍ରେସର ଟେନସନ୍ ହୋଇଯିବ ଶେଷ
ଡାଇବେଟିସ ଏକ ଗମ୍ଭୀର ଏବଂ ମୂଳରୁ ଅରୋଗ୍ୟ ହେଉନଥିବା ରୋଗ ଯାହାକୁ କେବଳ ହେଲଦି ଡାଏଟ ଏବଂ ଆକ୍ଟିଭ ଲାଇଫ ଷ୍ଟାଇଲ ଜରିଆରେ କଣ୍ଟ୍ରୋଲ କରାଯାଇପାରେ । ଏହି ରୋଗରେ ଅଗ୍ନାଶୟ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରୁଥିବା ଇନସୁଲିନ୍ ହର୍ମୋନକୁ ଉତ୍ପାଦନକୁ ଧୀମା କିମ୍ବା ବନ୍ଦ କରିଦିଏ । ଏମିତିରେ ପୀଡିତର ବ୍ଲଡ ସୁଗାର ସ୍ତର ବଢ଼ିବାକୁ ଲାଗିଥାଏ । ଯାହାଦ୍ୱାରା ଅନେକ ଗମ୍ଭୀର ସମସ୍ୟାର ଭୟ ରହିଥାଏ । ଏହି କାରଣରୁ ବ୍ଲଡ ସୁଗାରକୁ କଣ୍ଟ୍ରୋଲ ରଖିବା ବହୁତ ଜରୁରୀ ହୋଇଥାଏ ।