ସୁନ୍ଦରୀ ଯୁବତୀଙ୍କ ସହ ରାତି ବିତାଇବା ଯୁବକଙ୍କୁ ପଡିଗଲା ଭାରି, ସକାଳେ ଯେବେ ସତ୍ୟତା ଜଣା ପଡିଲା

ହନି ଟ୍ରାପିଙ୍ଗ ଏକ ଅଭ୍ୟାସ ଅଟେ I ଏଥିରେ ପାରସ୍ପରିକ ରାଜନୀତିକ କିମ୍ବା ମୋୖଦ୍ରିକ ଉଦେଶ୍ୟ ପାଁଇ ଯୌନ ସମବନ୍ଦ ରଖାଯାଇଥାଏ I ହନି ଟ୍ରାପିଙ୍ଗ ରେ କୌଣସି ବି ବ୍ୟକ୍ତି ଙ୍କ ସହ ଶାରୀରିକ ସମ୍ବନ୍ଧ ରଖାଯାଇଥାଏ I ଯାହା ଦ୍ୱାରା କୌଣସି ବ୍ୟକ୍ତି କିମ୍ବା ସମୂହ ଙ୍କ ର ଆବଶ୍ୟକତା ସୂଚନା ଆପଣ ପାଇପାରିଥାନ୍ତି I ଏଥିରେ ଯୁବତୀମାନେ ଶାରୀରିକ ସୁଖ ର ପ୍ରଲୋଭନ ଦେଖାଇ କିଛି ଗୁପ୍ତ ତଥ୍ୟ ହାସିଲ କରିବା କୁ ଚାହିଁଥାନ୍ତି I ଏବଂ ହନି ଟ୍ରାପିଙ୍ଗ ରେ ଜଣେ ଯୁବକ ଙ୍କୁ 25 ଲକ୍ଷ ଟଙ୍କା ମଗାଯିବ ଆରୋପ ରେ ସୋମବାର ଗୁରୁଃଗ୍ରାମ ସେକ୍ଟର 29 ଥାନା ପୋଲିସ ଲେଜର ବେଲି ପାର୍କ ପାଖ ରେ ତିନି ଯୁବତୀ ଙ୍କୁ ଗିରଫ କରିଛି I ଏହି ତିନି ଯୁବତୀ ଜଣେ ଯୁବକ ଙ୍କୁ ଏକ ବଳାତ୍କାର ଆରୋପ ରେ ଫସାଇବା କୁ ଚେଷ୍ଟା କରିଥିଲେ I

ରାଜସ୍ତାନ ରେ ରହୁଥିବା ପୀଡିତ ଯୁବକ ଏହି ସମ୍ବନ୍ଧ ରେ ପୋଲିସ ରେ ସୂଚନା ଦେଇଥିଲା I ଏବଂ ପୋଲିସ ଏହି ତିନି ଯୁବତୀ ଙ୍କୁ ଧରିବା କୁ ଯୋଜନା ପ୍ରସ୍ତୁତ କରିଥିଲା I ଏହି ତିନି ଯୁବତୀ ଙ୍କୁ ପୋଲିସ 5 ଲକ୍ଷ ଟଙ୍କା ସହ ଗିରଫ କରିଛି I

ପୀଡିତ ଙ୍କ ବୟାନ ଅନୁସାରେ ସେ କାମ କରିବା କୁ ଗୁରୁଃଗ୍ରାମ ଆସନ୍ତି I ସହର ରେ ଏକ ମଲ ରେ ତାଙ୍କ ର ସାକ୍ଷ୍ୟାତ ହୁଏ I ଏପରି 2 ବର୍ଷ ହେବ ସେ ଉକ୍ତ ଯୁବତୀ ଙ୍କୁ ସାକ୍ଷ୍ୟାତ କରୁଥିଲେ I ଏବଂ କିଛି ମାସ ତଳେ ଯୁବତୀ ଉକ୍ତ ଯୁବକ ଙ୍କୁ ନିଜ ଘର କୁ ଜନ୍ମ ଦିନ ରେ ସାମିଲ ହେବାକୁ ଆମନ୍ତ୍ରିତ କରିଥିଲେ I ଏବଂ ରାତି ରେ ସେଠାରେ ଶାରୀରିକ ସମ୍ବନ୍ଧ ରଖିଥିଲେ I ଯୁବକ ଓ ଯୁବତୀ ପରସ୍ପର ର ସମ୍ମତି ଅନୁସାରେ ହିଁ ଶାରୀରିକ ସମ୍ବନ୍ଧ ରଖିଥିଲେ I

ଏହା ପରେ ଯୁବକ ରାଜସ୍ତାନ ନିଜ ଘର କୁ ଚାଲିଯାଇଥିଲେ ଏହା ର କିଛି ଦିନ ପରେ ଯୁବତୀ ଫୋନ ମାଧ୍ୟମ ରେ ଯୁବକ ଙ୍କୁ 25 ଲକ୍ଷ ଟଙ୍କା ଦାବି କରିଥିଲେ I ଯୁବକ ଙ୍କ ଉପରେ ଯୁବତୀ ବଳାତ୍କାର ର ଆରୋପ ମଧ୍ୟ ଆଣିଥିଲେ I ଲୋକ ଡର କାରଣ ରୁ ଯୁବକ ଏହା କାହାରି କୁ କିଛି ଜଣାଇ ନ ଥିଲେ I

କିନ୍ତୁ ଯୁବକ ପରେ ପୋଲିସ ରେ ଅଭିଯୋଗ ଜଣାଇଥିଲେ I ଏବଂ ମହିଳାମାନେ ବଳାତ୍କାର ର ମିଥ୍ୟା ମାମଲା ରେ ଗିରଫ ମଧ୍ୟ ହେଇଥିଲେ I ଆରୋପି ମାନେ ନିଜ ର ଦୋଷ ମଧ୍ୟ ସ୍ୱୀକାର କରିଥିଲେ I

Spread the love