କୋଇଲା ବୋଝେଇ ଟ୍ରେନରେ ନିଆଁ

ପୁଣି ରେଳ ୱାଗନର ନିଆଁ । ଆଠଗଡ଼ ରାଧା କିଶୋରପୁର ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ନିଆଁ। ଗତ କାଲି ରାତି ଦୁଇଟା ବେଳେ ଲାଗିଛି ନିଆଁ। ଗୋଟିଏ ବଗିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲାଗିବାକର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଆଠଗଡ଼ ଅଗ୍ନିଶମ ବାହିନୀର ନିଆଁକୁ ଆୟତ୍ତ ପାଇଁ ଚଳାଇଛି ଉଦ୍ୟମ।

Spread the love