ମାନସ ମଙ୍ଗରାଜ ବ୍ରହ୍ଣପୁର ସଂସଦୀୟ କ୍ଷେତ୍ରର ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ନୂଆ ପର୍ଯ୍ୟବେକ୍ଷକ ଭାବେ  ଗୁରୁବାର ନିଯୁକ୍ତି ପାଇଛନ୍ତି । ସେହିପରି ଆଉ ୫ ଜଣ ମଧ୍ଯ ନୂଆ ପର୍ଯ୍ୟବେକ୍ଷକ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୂମୋଦନ ଦେବା ପରେ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love