ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପାଚିକା

ଭୁବନେଶ୍ୱର: ଭୁବନେଶ୍ଵର ଠାରେ ମଙ୍ଗଳବାର ଚାରି ହଜାରୁ ଉର୍ଦ୍ଧ୍ବ ପାଚିକା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମଧ୍ୟାହ୍ନ ଭୋଜନ ପାଚିକା ମା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ କୋଟି ବ୍ୟୟ ଅଟକଳରେ ମା ମାନଙ୍କୁ ୫୦୦ ଟଙ୍କାର ଶାଢ଼ୀ ବଣ୍ଟନ କରାଗଲା।

Spread the love