Skip to content
Tuesday, August 4, 2026
Latest:
  • ସୋଆ ବିଶ୍ୱବିଦ୍ୟାଳୟରେ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ’ ଆୟୋଜିତ
  • ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’ ଆୟୋଜିତ
  • ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୪ ମୃତ
  • ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ବାବାଙ୍କୁ ଜଳଲାଗି କଲେ କାଉଡ଼ିଆ
  • ଆଜି ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ମତଗଣନା, ଫଳାଫଳକୁ ନେଇ ଉତ୍ସୁକତା
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଖୋଲିବ କି ରତ୍ନଭଣ୍ଡାର? ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ, ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

July 10, 2023July 10, 2023 Satya state, temple-adminstration-submitted-an-affidavit-on-ratna-bhandar-issue

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ । ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଆବେଦନକାରୀଙ୍କୁ ମଧ୍ୟ ପ୍ରତି ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଗଷ୍ଟ ୧ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିରର ଜଗମୋହନ ଓ ନାଟ ମଣ୍ଡପ ମରାମତି ଶେଷ ହୋଇଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରିଛି ଏଏସଆଇ । ତେବେ ମରାମତି କାମ ଶେଷ ହୋଇଥିବା ନେଇ ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୀର୍ଘ ଦିନ ହେବ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପର ମରାମତି କାମ ହେଉଥିଲା । ଏଏସଆଇର ତତ୍ତ୍ୱାବଧାନରେ ଏହି ମରାମତି କାମ ଚାଲିଥିଲା ।

Post Views: 120
Spread the love
  • ← ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ : ପିଜିଆଇ ଜିଲ୍ଲାସ୍ତରୀୟ ରିପୋର୍ଟରେ ଉଲ୍ଲେଖ →

ADVT

Recent Posts

  • ସୋଆ ବିଶ୍ୱବିଦ୍ୟାଳୟରେ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ’ ଆୟୋଜିତ August 4, 2026
  • ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’ ଆୟୋଜିତ August 4, 2026
  • ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୪ ମୃତ August 3, 2026
  • ଶ୍ରାବଣ ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ବାବାଙ୍କୁ ଜଳଲାଗି କଲେ କାଉଡ଼ିଆ August 3, 2026
  • ଆଜି ୩ ରାଜ୍ୟର ବିଧାନସଭା ଉପନିର୍ବାଚନ ମତଗଣନା, ଫଳାଫଳକୁ ନେଇ ଉତ୍ସୁକତା August 3, 2026

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Jul    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.