Skip to content
Saturday, October 31, 2026
Latest:
  • ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ
  • ବନ୍ୟା ପାଣି ଘେରରୁ ଉଦ୍ଧାର ହେଲେ ୪୦ରୁ ଅଧିକ ଛେଳି
  • ଅଦାଲତର ସୀମା ଡେଇଁ ନ୍ୟାୟ: ବାତ୍ୟା ‘ଅର୍ଣ୍ଣବ’ ମଧ୍ୟରେ ପକ୍ଷାଘାତଗ୍ରସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କଲେ ବିଚାରପତି
  • ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ! ଧୋଇଗଲା ୩୨୬ ନମ୍ବର ଜାତୀୟ ରାଜପଥ
  • ଲ୍ୟାଣ୍ଡଫଲ୍ ପୂର୍ବରୁ ମହାକାଶରୁ କଏଦ ହେଲା ବାତ୍ୟା ‘ଅର୍ଣ୍ଣବ’ର ଚିତ୍ର
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଗ୍ଲାମର 

ପ୍ରଭାସଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ କରି ଏପରି ଲେଖିଲା ହ୍ୟାକର୍‌

July 28, 2023 Satya entertenment, prabhas-facebook-account-hacked-shares-viral-video-of-unlucky-man

ମୁମ୍ବାଇ: ପାନ ଇଣ୍ଡିଆ ତାରକା ପ୍ରଭାସଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ ହୋଇଛି। ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ କରିବା ପରେ ହ୍ୟାକର ଅଜବ ପୋଷ୍ଟ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି। ଅଭିନେତା ନିଜେ ଏ ବିଷୟରେ ଏକ ଅଫିସିଆଲ୍ ପୋଷ୍ଟ ସେୟାର ସୂଚନା ଦେଇଛନ୍ତି। ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ‘କମ୍ପ୍ରମାଇଜ୍‌’ ହୋଇଛି ବୋଲି ପ୍ରଭାସ ଏକ ପୋଷ୍ଟ୍‌ କରିବା ପରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।ପ୍ରଭାସ ଲେଖିଥିଲେ, ‘‘ସମସ୍ତଙ୍କୁ ନମସ୍କାର। ମୋର ଫେସବୁକ୍ ପେଜ୍ ‘କମ୍ପ୍ରମାଇଜ୍‌’ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଟିମ୍‌ ଚେଷ୍ଟା କରୁଛି।’’ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ସହ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ।

ଗତକାଲି ରାତିରେ ଅଭିନେତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ହ୍ୟାକର ଦୁଇଟି ଭିଡିଓ ମଧ୍ୟ ସେୟାର କରିଥିଲା। ପ୍ରଥମ ପୋଷ୍ଟ୍‌ରେ ‘ବଲ୍‌ ଫଲ୍‌ସ ଆରାଉଣ୍ଡ୍‌ ଦ ୱାର୍ଲଡ’ ଲେଖା ଯାଇଥିବା ବେଳେ ଦ୍ବିତୀୟ ପୋଷ୍ଟ୍‌ରେ ‘ଅନ୍‌ଲକି ହ୍ୟୁମାନ୍‌ସ’ ବୋଲି ଲେଖା ହୋଇଥିଲା। ହ୍ୟାକରର ଏହି ପୋଷ୍ଟ ପରେ ଟ୍ରୋଲରମାନେ ମଧ୍ୟ ବହୁତ କମେଣ୍ଟ କରିବା ଆରମ୍ଭ କରିଦେଲେ। ଟ୍ରୋଲ୍‌ର୍ସମାନେ ପ୍ରଭାସଙ୍କ ପୂର୍ବର ଫ୍ଲପ୍ ଚଳଚ୍ଚିତ୍ରକୁ ଟାର୍ଗେଟ କରିବାର ସୁଯୋଗ ମଧ୍ୟ ପାଇଗଲେ।  ‘ଆଦିପୁରୁଷ’ ରୁ ‘ରାଧେ ଶ୍ୟାମ’ ଭଳି ଅଭିନେତାଙ୍କର ୨ଟି ବଡ଼ ଚଳଚ୍ଚିତ୍ର ପାଇଁ ଫ୍ଲପ୍ ହୋଇଥିବା କଥା ଆପଣ ଜାଣନ୍ତି। ‘ଆଦିପୁରୁଷ’ କାରଣରୁ ପ୍ରଭାସ ଏବଂ ତାଙ୍କ ଟିମ୍‌କୁ ନେଇ ଅନେକ ବିବାଦ ଲାଗି ରହିଥିଲା।

Post Views: 1,908
Spread the love
  • ← ଜୁଲାଇ ୨୯ରେ ମହରମ୍ ଛୁଟି
  • ୨୦୨୨ ‘ଜି୨୦’ ଡିନର୍‌ରେ ହାତ ମିଳାଇ କେଉଁ ବିଷୟରେ କଥା ହୋଇଥିଲେ ମୋଦୀ ଓ ଜିନ୍‌ପିଙ୍ଗ୍‌ →

ADVT

Recent Posts

  • ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ October 31, 2026
  • ବନ୍ୟା ପାଣି ଘେରରୁ ଉଦ୍ଧାର ହେଲେ ୪୦ରୁ ଅଧିକ ଛେଳି October 31, 2026
  • ଅଦାଲତର ସୀମା ଡେଇଁ ନ୍ୟାୟ: ବାତ୍ୟା ‘ଅର୍ଣ୍ଣବ’ ମଧ୍ୟରେ ପକ୍ଷାଘାତଗ୍ରସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କଲେ ବିଚାରପତି October 30, 2026
  • ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ! ଧୋଇଗଲା ୩୨୬ ନମ୍ବର ଜାତୀୟ ରାଜପଥ October 30, 2026
  • ଲ୍ୟାଣ୍ଡଫଲ୍ ପୂର୍ବରୁ ମହାକାଶରୁ କଏଦ ହେଲା ବାତ୍ୟା ‘ଅର୍ଣ୍ଣବ’ର ଚିତ୍ର October 30, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.