ଯାଜପୁରରେ 5T ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଯାଜପୁରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା। ତିନିଦିନିଆ ଗସ୍ତରେ ଯାଇ ପ୍ରଥମ ଦିନରେ ମିଶନ ଶକ୍ତି ମହିଳା ଓ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। କଲେଜର ରୂପାନ୍ତରଣ ସହ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ନିଜ ଛାତ୍ର ଜୀବନର ଅନୁଭୂତି ବଖାଣିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ। .

Spread the love