ଲୋକାଭିମୁଖୀ ଯୋଜନାର ତଦାରଖ କରିବେ ସଚିବପ୍ରସ୍ତୁତ ହେଲେ ବ୍ଲୁ ପ୍ରିଣ୍ଟ

ରାଜ୍ୟ ସରକାର ବିଭିନ୍ନ ଲୋକସମସ୍ୟାକୁ ଦୃଷ୍ଟିରେ ରଖି ର୍କ୍ୟାକାରୀ କରୁଥିବା ଲୋକାଭିମୁଖୀ ୋଜନା ଗୁଡ଼ିକର ଅଧିକ ସଫଳତା ।ଇଁ ସଚିବ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତୃଣମୂଳସ୍ତରରେ ରାଜନେତାମାନେ ଯେଉଁସବୁ ସମସ୍ୟା ଦେଖିବାକୁ ପାଉଛନ୍ତି ତାହାକୁ ସଚିବମାନେ ଅନୁଧ୍ୟାନ କଲେ ଏଥିରେ ଅଧିକ ସଫଳତା ମିଳିାରିବ । ଏଥିପାଇଁ ରାଜ୍ୟ ସରକାର ଏକ ୩ମାସିଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ବିଭିନ୍ନ ଜିଲ୍ଲା ପାଇଁ ସଚିବମାନଙ୍କୁ ନିଯୁକ୍ତି କରିଛନ୍ତି । ଜିଲ୍ଲା ଗସ୍ତରେ ।ଇ ସଚିବମାନେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଭିୋଗ ବୁଝିବେ । ମମତା ୋଜନା, ବିଜୁ ପକ୍କା ଘର, କ୍ଷୁଦ୍ର ଜଳସେଚନ, ମିଶନ ଶକ୍ତି, ନିରାମୟ ଖାଦ୍ୟ ସୁରକ୍ଷା ୋଜନା, ପାନୀୟ ଜଳ, ଗ୍ରାମ୍ୟ ବିଦ୍ୟୁତକରଣ, ମଧ୍ୟାହ୍ଣଭୋଜନ ଓ କୃଷକ ସଶକ୍ତିକରଣ ର୍କ୍ୟାକ୍ରମ ଗୁଡ଼ିକର ଅନୁଧ୍ୟାନ କରିବେ । ହିତାଧିକାରୀମାନଙ୍କ ଠାରୁ ୋଜନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ଓ ଏହି ପକ୍ରିୟାରୁ ବଞ୍ôଚତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଏହି ଯୋଜନା ଗୁଡ଼ିକ ସଫଳ କରିବା ପାଇଁ ସହଜ ହେବ ବୋଲି ସରକାର ଆଶାବାଦୀ ଅଛନ୍ତି ।
ଲୋକାଭିମୁଖୀ ୋଜନା ଗୁଡ଼ିକର ତଦାରଖ କରିବା ନିମନ୍ତେ ୍ରଦୀ କୁମାର ମହ।।ତ୍ରଙ୍କୁ ଢେଙ୍କାନାଳ, ପ୍ରଦୀ କୁମାର ଜେନାଙ୍କୁ କଳାହାଣ୍ଡି, ମୋନା ଶର୍ମା ସମ୍ବଲପୁର, ସଞ୍ଜୀବ ଚ୍ରୋା କନ୍ଧମାଳ, ଅନୁ ଗର୍ଗ ରାୟଗଡ଼ା, ସୌରଭ ଗର୍ଗ ମୟୂରଭଞ୍ଜ, ଡିକେ ସିଂ କେନ୍ଦୁଝର ସେହିଭଳି ୧୯ଜଣ ସଚିବଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇ ସେମାନଙ୍କୁ ୭ଦିନ ମଧ୍ୟରେ ଯୋଜନା ଓ ସମନ୍ନୟ ବିଭାଗକୁ ରିୋଜନା ଓ ସମନ୍ନୟ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love