ପୂର୍ବରୁ ‘ଇଣ୍ଡିଆ’ ସରକାରୀ ଭାବେ ‘ଭାରତ’ ହେବା ମାମଲା ଉପରେ ଏହି ରାୟ ଦେଇଥିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ଜାଣିରଖନ୍ତୁ ଯେ ଏହି ପ୍ରସଂଗ ଆଜିକାଲିର ନୁହେଁ, ଏହା ଅତିପୁରୁଣା। ୨୦୧୬ ମସିହାରେ ବି ସର୍ବୋଚ୍ଚ ନ୍ୟାୟଳୟରେ ‘ଇଣ୍ଡିଆ’ର ନାମ କେବଳ ‘ଭାରତ’ କରି ଦିଆଯିବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତାହାର ଉତ୍ତରରେ ସର୍ବୋଚ୍ଚ ନ୍ୟାୟାଳୟ କ’ଣ କହିଥିଲେ ଜାଣନ୍ତି?