ଶିଶିର ସରସ-୨୦୨୦’ର ଉଦଘାଟନ

ମୁଖ୍ୟମନ୍ତ୍ରୀ  ଭୁବନେଶ୍ଵର ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ଶିଶିର ସରସ-୨୦୨୦’ର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଷ୍ଟଲ ବୁଲି ଦେଖିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ଅଂଶଗ୍ରହଣକାରୀଙ୍କ ପ୍ରଶଂସା କରିଛନ୍ତି। ଚ

ବର୍ଷ ଏହି ମେଳାରେ ଦେଶର ୨୫ଟି ରାଜ୍ୟ ଅଂଶ ଗ୍ରହଣ କରିଥିବା ବେଳେ ମୋଟ ୩୦୦ଟି ଷ୍ଟଲ ସ୍ଥାପନ କରାଯାଇଛି। ମେଳା ପରିସରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ-ପଲିଥିନ ମୁକ୍ତ କରିବା,ପାନୀୟ ଜଳ ସୁବିଧା, ସୁରକ୍ଷା ଓ ଆଲୋକ ସୁବିଧା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

Spread the love