News ରାଜ୍ୟ ୧ଲକ୍ଷ ୨୭ ହଜାର ଟଙ୍କାରେ ଦୀଘା ମାର୍କେଟରେ ହେଲା ବିକ୍ରି October 13, 2023October 13, 2023 Satya price-of-two-quintals-of-fish-is-1-lakh-27-thousand-rupees, state ଜଳେଶ୍ୱର : ଦାମିକିଆ ମାଛ । ଦୁଇ କ୍ବିଣ୍ଟାଲ ମାଛର ଦାମ୍ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିବା ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨ କ୍ବିଣ୍ଟାଲ ରହିଛି । ଏହି ମାଛକୁ ଦୀଘା ମାଛ ମାର୍କେଟରେ ବିକ୍ରି କରିବେ ମତ୍ସଜୀବୀ। Post Views: 122 Spread the love