Skip to content
Sunday, September 13, 2026
Latest:
  • ଆସିକା-ବଡ଼ଗଡ଼ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି
  • ଏମଏମଡିଆର ଲାଗୁହେବା ଫଳରେ ଆଦିବାସୀ ଜମି ସହ ଜଙ୍ଗଲ ଅଧିକାର ମଧ୍ୟ ହରାଇବେ
  • ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ: ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ
  • ସମ୍ ପକ୍ଷରୁ ‘ଅଙ୍କୋଲୋଜି ଫର୍ ପୋଷ୍ଟ ଗ୍ରାଜୁଏଟ୍‌ସ’ କର୍ମଶାଳା ଉଦ୍‌ଘାଟିତ
  • ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଅନ୍ତର୍ଜାତୀୟ 

ନ୍ୟାସନାଲ କମିଶନ ଲୋଗୋରେ ଇଣ୍ଡିଆ ବଦଳରେ ଭାରତ । ଲୋଗୋରେ ଲାଗିଲା ହିନ୍ଦୁ ଦେବତାଙ୍କ ରଙ୍ଗୀନ ଫଟୋ

December 1, 2023 Satya india-replaced-by-bharat-and-coloured-image-of-hindu-god-added-in-nmc-modified-logo, national

ନ୍ୟାସନାଲ ମେଡିକାଲ କମିଶନ ତରଫରୁ ନିଜର ଅଧିକାରୀ ଲୋଗୋରେ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଲୋଗୋରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ସହ ଲୋଗୋରେ ଆୟୁର୍ବେଦର ଦେବତା ଧନନ୍ତ୍ୱରୀଙ୍କର ଏକ ରଙ୍ଗୀନ ଫଟୋ ଲଗାଯାଇଛି । ଏହାକୁ ନେଇ ବିବାଦ ଦେଖାଦେବା ପରେ ସଂସ୍ଥା ତରଫରୁ କୁହାଯାଇଛି କି ପୂରୁଣା ଲୋଗୋରେ ବି ଧନନ୍ତ୍ୱରୀଙ୍କର କଳାଧଳା ଫଟୋ ଥିଲା । ହେଲେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲୋଗୋରେ ପ୍ରଥମେ ଲାୟନ କ୍ୟାପିଟାଲର ଫଟୋ ରହିଥିଲା  ନ୍ୟାସନାଲ ମେଡିକାଲ କମିଶନ ବା ଏନଏମସିର ଅଧ୍ୟକ୍ଷ ବିଏନ୍ ଗଙ୍ଗାଧର କହିଛନ୍ତି କି, ଏଥିରେ ଚକିତ କରିଦେବା ଭଳି କିଛିନାହିଁ । କାରଣ ଏଥିରେ କିଛି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇନାହିଁ । କଳାଧଳ ରଙ୍ଗର ଧନନ୍ତ୍ୱରୀଙ୍କ ଫଟୋ ପ୍ରଥମେ ଥିଲା । ହେଲେ ଏବେ ସଂସ୍ଥା ତରଫରୁ ଲୋଗୋର ପରିବର୍ତ୍ତନ ପାଇଁ ସହମତି ପ୍ରକାଶ ପାଇଛି । ଅନ୍ୟପଟେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବାକୁ ସେ ସ୍ୱୀକାର କରିଥିଲେ ବି ଏହାର କାରଣ ସ୍ପଷ୍ଟ କରିନାହାଁନ୍ତି ।

କେବଳ ସେତିକି ନୁହେଁ ଚଳିତ ସପ୍ତାହ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଆୟୁଷ୍ମାନ ଭାରତ ହେଲ୍ଥ ଓ ୱେଲନେସ୍ ସେଣ୍ଟରର ନାମ ବଦଳାଇ ଏହାକୁ ଆୟୂୁଷ୍ମାନ ଆରୋଗ୍ୟ ମନ୍ଦିର କରିଦିଆଯାଇଛି । ଏହାସହ ଟ୍ୟାଗ୍ ଲାଇନରେ ‘ଆରୋଗ୍ୟମ୍ ପରମ୍ ଧନମ୍’ ବୋଲି ଲେଖାଯାଉଛି ।

Post Views: 162
Spread the love
  • ← ପତ୍ନୀଙ୍କ ପେଟକୁ ଲାତ ମାରି ଜୀବନ ନେଇଗଲା ସ୍ୱାମୀ
  • ରାଇପୁର ଷ୍ଟାଡିୟମରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସନ୍ଧ୍ୟା ୭ଟାରେ ହେବାକୁ ଅଛି ଇଣ୍ଡିଆ- ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍ →

Recent Posts

  • ଆସିକା-ବଡ଼ଗଡ଼ ଥାନା ଅଞ୍ଚଳରେ ଗୁଳିକାଣ୍ଡ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି September 13, 2026
  • ଏମଏମଡିଆର ଲାଗୁହେବା ଫଳରେ ଆଦିବାସୀ ଜମି ସହ ଜଙ୍ଗଲ ଅଧିକାର ମଧ୍ୟ ହରାଇବେ September 12, 2026
  • ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ: ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ September 12, 2026
  • ସମ୍ ପକ୍ଷରୁ ‘ଅଙ୍କୋଲୋଜି ଫର୍ ପୋଷ୍ଟ ଗ୍ରାଜୁଏଟ୍‌ସ’ କର୍ମଶାଳା ଉଦ୍‌ଘାଟିତ September 12, 2026
  • ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ September 12, 2026

Calendar

September 2026
M T W T F S S
 123456
78910111213
14151617181920
21222324252627
282930  
« Aug    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.