ପୁରୀ ବଡ଼ଦାଣ୍ଡରେ ବିଲୁଆ ଆତଙ୍କ

ପୁରୀ ବଡ଼ଦାଣ୍ଡରେ ବିଲୁଆ ଆତଙ୍କ । ବଡ଼ଦାଣ୍ଡ ନିକଟ ଏକ କୋଠା ଉପରେ ବିଲୁଆଟି ବସିଥିବାର ଦେଖିବାକୁ ମିଳିଛି । ଜନଗହଳିପୂଣ୍ଣ ସହର ଭିତରେ ବିଲୁଆ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନ ଦ୍ୱିପ୍ରହରେ ବଡ଼ଦାଣ୍ଡରେ ବିଲୁଆ ବୁଲିବାକୁ ନେଇ ଭୟଭୀତ ଅଛନ୍ତି ଲୋକେ । ଜଣେ ବାଇକ ଆରୋହି ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି ।

Spread the love