ଜେଲରେ ଅର୍ଥତତ୍ୱ ଚିଟଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଚିଟଫଣ୍ଡ ଅର୍ଥତତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲରେ ଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲର ମାନସିକ ରୋଗ ବିଭାଗରେ ଭର୍ତି କରାଯାଇଛି । ଗତକାଲି ରାତି ୨.୧୫ରେ ଏହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଥରକୁ ମିଶାଇ ପ୍ରଦୀପ ମୋଟ ୩ଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଦୀପ ସେଠୀ ଅର୍ଥତତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ।

Spread the love