ଆଇପିଏଲ ଉଦଘାଟନୀ ମ୍ୟାଚ: ଟସ୍ ଜିତି ବେଙ୍ଗାଳୁରୁର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଚେନ୍ନାଇ

ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ନେଇଛି ବେଙ୍ଗାଳୁରୁ ଦଳ । ତେଣୁ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇବ ଚେନ୍ନାଇ ଟିମ । ତେବେ ଆଜି ଆଇପିଏଲର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ନିଜ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ସେପଟେ ଚେନ୍ନାଇ ଆଜି ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ।

Spread the love