ଏସଏସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ BORN TO DANCE- DISCOVER UR TALENTS” ୨୦୨୪ ଆୟୋଜିତ

ଭୁବନେଶ୍ୱର : ନିକଟରେ ରାଜଧାନୀରେ ଆୟୋଜିତ ଏସ ଏସ ଡ୍ୟାନ୍ସ ଆଣ୍ଡ ଫିଟନେସା ପ୍ରତିଯୋଗିତା ‘BORN TO DANCE- DISCOVER UR TALENTS” ୨୦୨୪ | ଆଜି ଏସ ଏସ ଡ୍ୟାନ୍ସ ଆଣ୍ଡ ଫିଟନେସ ଏକାଡେମୀ ପକ୍ଷରୁ ଦ୍ୱତୀୟ ବାର୍ଷିକ ଦିବସ ରବୀନ୍ଦ୍ର ମଣ୍ଡପ ରେ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଇଛି । ଏହି ଉତ୍ସବରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କୁନି କୁନି ପ୍ରତିଯୋଗିତାର ବିଜେତା ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ତା ସହିତ ଅଭିଭାବକ ମାନେ ମଧ୍ୟ ଉତ୍ସବ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଯେହେତୁ କୁନି କୁନି ପିଲା ମାନେ ସୁନ୍ଦର ଅତି ଡ୍ୟାନ୍ସ କରି ମନମୋହିତ କରିଦେଇଥିଲେ l ଏସ ଏସ ଡ୍ୟାନ୍ସ ଆଣ୍ଡ ଫିଟନେସ ଏକାଡେମୀ ଦୀର୍ଘ ୯ବର୍ଷ ହେଲା ଏହି କାର୍ଯ୍ୟକ୍ରମ କରି ଆସୁଛି। ଏହି ଗ୍ରୁପ ର ପ୍ରତିଷ୍ଠାତା ରିତା ମହାପାତ୍ର ହୋଇଥିବା ବେଳେ ସମ୍ପାଦକ ତାପସ ମହାପାତ୍ର ହେଉଛନ୍ତି । ପିଲାମାନଙ୍କ ମଧ୍ୟରେ ଥିବା ଲୋକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏସ ଏସ ଫିଟନେସ ଗ୍ରୁପର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏଥିପାଇଁ ପ୍ରତିଷ୍ଟାତା ଦୀର୍ଘ ଦୁଇ ବର୍ଷ ହେଲା ଏପରି ସଂlକୃକିତ କାର୍ଯ୍ୟକ୍ରମ କରି ଆସୁଛନ୍ତି। ତାଙ୍କର ମୂଳ ଉଦେଶ୍ୟ କି ଯଦିଓ ସୁସ୍ଥ ରହିବ ତାହେଲେ ଜୀବନ ହସ ଖୁସି ରେ କଟିଯିବ l କଥା ଅଛି ଜଣେ ପୁରୁଷ ପଛେରେ ମହିଳା ହାତ ଥାଏ ଯେପରି ଜଣେ ମହିଳା ର ପଛେରେ ପୁରୁଷ ହାତ ଥାଏ କାରଣ ପରସ୍ପର ନିର୍ଭଶୀୟ ହୋଇଥାଏ.. ଏସ ଏସ ଡ୍ୟାନ୍ସ ଆଣ୍ଡ ଫିଟନେସ ଏକାଡେମୀ ଅନୁଷ୍ଠାନ ବହୁତ ବାଦ ବିବାଦ ସମ୍ମୁଖୀନ ହୋଇ ରିତା ମହାପାତ୍ର ଏବଂ ତାପସ ମହାପାତ୍ର ଅକାଳ ପରିଶ୍ରମ କରି 9 ବର୍ଷ ଅନୁଷ୍ଠାନ କୁ ଚଳାଇବା ସକ୍ଷମ ହୋଇପାରିଛନ୍ତି l ତାଙ୍କର କେବଳ ମହିଳା ମାନଙ୍କ ପାଇଁ ଖୋଲିବାର ଉଦେଶ୍ୟ ଥିଲା କାରଣ ଘର କାମ କିପରି ସାରି ନିଜର ଶରୀର ସୁସ୍ଥ ରଖିବାକୁ ଏହି ଏସ ଏସ ଡ୍ୟାନ୍ସ ଫିଟନେସ ଏକାଡେମୀ ମୂଳ ଲକ୍ଷ୍ୟ ଥାଏ l ସକାଳ ସମୟରେ ଅନେକ ବର୍ଗ ପ୍ରତିଯୋଗିତା କରାଯାଇଛି l ସନ୍ଧ୍ୟା ସମୟରେ ନିଜର ଅନୁଷ୍ଠାନ ଛୋଟ ବଡ଼ କଳାକାର କୁ ନେଇକି ସଂlକୃକିତ କାର୍ଯ୍ୟକ୍ରମ କରି ତାଙ୍କର ମଧ୍ୟ୍ୟରେ ପ୍ରତିଯୋଗିତା ବିଜୟୀ ପ୍ରତିଭା ମାନଙ୍କୁ ପୁରସ୍କାର ବିତରଣ ର ବ୍ୟବସ୍ତା ରଖାଯାଇଛିl ଏସ ଏସ ଡ୍ୟାନ୍ସ ଆଣ୍ଡ ଫିଟନେସ ର ପ୍ରତିଷ୍ଠାତା ରିତା ମହାପାତ୍ର ଜୀବନ ଥିବା ପ୍ରଯ୍ୟନ୍ତ ପ୍ରତେକ ବର୍ଷ ଏହିପରି ନୂଆ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ଉଦେଶ୍ୟ ରହିଛି l

Spread the love