ନିଶା ଖାଇ ଗୃହକୁ ଆସୁଛନ୍ତି ରାହୁଲ: କଙ୍ଗନା

ବିରୋଧୀ ଦଳ ନେତାଙ୍କୁ ବିଜେପି ସଂସାଦ କଙ୍ଗନା ରଣାୱତଙ୍କ ଆପତ୍ତିଜନକ ମନ୍ତବ୍ୟ । ମଣ୍ଡିର ବିଜେପି ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଙ୍ଗନା କହିଛନ୍ତି ରାହୁଲ ଗାନ୍ଧୀ ସର୍ବଦା ନିଶାରେ ରହିବା ଭଳି ଲାଗୁଛନ୍ତି, ତାଙ୍କା ଡ୍ରଗ୍ସ ପରୀକ୍ଷା କରାଯିବା ଉଚିତ୍। ସେ କହିଛନ୍ତି ରାହୁଲ ଗାନ୍ଧୀ ସବୁବେଳେ ସମ୍ବିଧାନକୁ ଆଘାତ କରୁଛନ୍ତି। ରାହୁଲ ଯେଉଁ ପରିସ୍ଥିତିରେ ସଂସଦରେ ପହଞ୍ଚୁଛନ୍ତି ଏବଂ ଯେଉଁ ପ୍ରକାରର ଯୁକ୍ତି କରୁଛନ୍ତି ତାହା ଦେଖିଲେ ସେ ସର୍ବଦା ନିଶାରେ ରହୁଥିବା ଭଳି ଲାଗୁଛି।

Spread the love