୩ ଡକାୟତ ଗିରଫ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ପାଲଲହଡା ପୋଲିସର ବଡ ସଫଳତା , ଧରାପଡିଲା ୩ ଅନ୍ତରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗ । ୨୦୧୭ ମସିହାରେ  ଅନୁଗୁଳ କୋପୋରେଟିଭ ବ୍ୟାଙ୍କ ପାଲଲହଡ଼I ଶାଖାରୁ ଗ୍ରିଲ ତାଡି ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟ କରି ଫେରାର ଥିଲେ , ଦୀର୍ଘ ଦିନ ପରେ ମଧ୍ୟପ୍ରଦେଶର ଅନନ୍ତପୁର ଅଞ୍ଚଳରୁ  ୩ ଜଣକୁ ଗିରଫ କରିଛି ପାଲଲହଡ଼ା ପୋଲିସ ।  ଗିରଫ ଅଭିଯୁକ୍ତ ମାନେ  ହେଲେ ମହମ୍ମଦ ସଲିମ, ସାଦିକ ଖାଁ,ଏବଂ ଫହିମ ଖାଁ ଏମାନେ ସମସ୍ତେ ଉତ୍ତର ପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି

Spread the love