ଚତୃର୍ଥ ବର୍ଷ ଜନ୍ମଦିନରେ ବୃକ୍ଷ ବଣ୍ଟନ ଏବଂ ବୃଦ୍ଧାଆଶ୍ରମରେ ସମୟ ବିତାଇଲେ ଆଦ୍ବିକ ବରାଳ

ଭୁବନେଶ୍ୱର : ଚତୃର୍ଥ ବର୍ଷ ଜନ୍ମଦିନ ଅତି ନିହାରା ଢଙ୍ଗରେ ଜନ୍ମଦିନ ପାଳନ କରିଥିଲେ ବୃଦ୍ଧାଆଶ୍ରମ ଥିବା ଗୁରୁଜନ ମାନଙ୍କୁ ଫଳ ବାଣ୍ଟିଲେ ଓ କିଛି ସମୟ ବିତାଇ ଆର୍ଶୀବାଦ ଭିକ୍ଷା କରି ତା ସହିତ ପରିବେଶ ସ୍ୱଚ୍ଛ ନିମଲ ରଖିବା ଉଦେଶ୍ୟରେ ଵୃକ୍ଷ ଲଗାଇବାକୁ ଗ୍ରାମବାସିଙ୍କୁ ବାଣ୍ଟି ଥିଲେ।

ଆଦ୍ବିକ ବରାଳ ଚତୃର୍ଥ ବର୍ଷ ଜନ୍ମଦିନ ଉପଲକ୍ଷେ ଶ୍ରୀ ଶ୍ରୀ ନିଗମାନନ୍ଦ ସାରସ୍ୱତ ସଙ୍ଗ ପ୍ରକ୍ଷରୁ ଆଳସରଙ୍ଗ ସତ୍ୟବାଦୀ ବ୍ଲକ ଠାରେ ଗୁରୁ ଭାଇ ଓ ମା ମହାମାୟା ବରାଳ ମାନଙ୍କୁ ତା ସହିତ ସଭାପତି  ଜୟନାରାୟଣ ମିଶ୍ରଙ୍କ ମାଧ୍ୟମରେ ପୃଷ୍ପ ବୃକ୍ଷ ପ୍ରଦାନ କରିଥିଲେ। ତତ ସହିତ ଭୁବନେଶ୍ୱର ଅଟଳା ଠାରେ ଥିବା ମୋହିନୀ ପ୍ରମିଳା ବୃଦ୍ଧା ଆଶ୍ରମ ଯାଇ ସେଠାରେ ଫଳ ଓ ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା ଉକ୍ତ ବୃଦ୍ଧାଶ୍ରୀମାନଙ୍କୁ ଫଳ ବଣ୍ଟନ କରିବାକୁ ସମ୍ପୂର୍ଣ ପରିବାର ବର୍ଗମାନେ ଗୁରୁଜନ ସହିତ କିଛି ସମୟ ଅତିବାହିତ କରିଥିଲେ  ପ୍ରଶାନ୍ତ ପାଡ଼ୀ ଓ ମା ମହାମାୟା ବରାଳ ଏବଂ ପିତା ଗୁରୁପ୍ରସାଦ ବରାଳ, ଉମେଶ ଚନ୍ଦ୍ର ବରାଳ, ଶୌଳବାଳା ବରାଳ,ଐଶ୍ୱଯ୍ୟ। ବରାଳ,ସତ୍ୟଜିତ ସାମଲ,ମଞ୍ଜୁଶା ପ୍ରଧାନ ,ଆଦି ଉପସ୍ଥିତ ରହି କାର୍ଯ୍ୟ ପରି ଚାଳନାରେ ସହଯୋଗ କରିଥିଲେ।

Spread the love