ସୋମବାର ଦିନ ଶିବ ପୂଜା ପାଇଁ ସବୁଜ, ଲାଲ୍, ଧଳା, ଗେରୁଆ, ହଳଦିଆ କିମ୍ବା ହାଲ୍କା ନୀଳ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।
-କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ।
-ଶିବପୂଜାରେ ତୁଳସୀ ପତ୍ର ବ୍ୟବହାର କରନ୍ତୁ ନାହିଁ।
-ପୂଜା ସମୟରେ ନଡ଼ିଆକୁ ଭୋଗ କରିପାରିବେ। କିନ୍ତୁ ନଡ଼ିଆ ଜଳରେ ଶିବଙ୍କ ଅଭିଷେକ କରନ୍ତୁ ନାହିଁ।
Post Views: 145