News ରାଜ୍ୟ ଫଳ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ December 8, 2025 Satya state ବଲାଙ୍ଗିର : ବଲାଙ୍ଗିର ସହର ଫଳ ବଜାରରେ ଅଗ୍ନିକାଣ୍ଡ । ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ । ଆଖି ପିଛୁଳାକେ ସାରା ଫଳ ବଜାର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ l ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ର ପ୍ରୟାସ ଜାରି l Post Views: 1,758 Spread the love