ପୋଲିସ ଏସଆଇ ପରୀକ୍ଷା ମାମଲା, ଆନ୍ତଃରାଜ୍ଯ ଲିଙ୍କରେ ଜଣେ ଗିରଫ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଉ ଜଣେ ଗିରଫ ।  ଆନ୍ତଃରାଜ୍ଯ ଲିଙ୍କ ନେଇ ବିହାରରୁ ଅଭିଯୁକ୍ତ ଅମିତ ଭାରତୀଙ୍କୁ ଗିରଫ କରିଛି ସିବିଆଇ ।  ଶଙ୍କର ପୃଷ୍ଟିକୁ ଜେରା ପରେ ଅମିତକୁ ଗିରଫ କରାଯାଇଛି ।  ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼କୁ ରିମାଣ୍ଡ ନେଇଥିଲା CB I ।  ଆଜି ସରୁଛି ସମସ୍ତଙ୍କ ରିମାଣ୍ଡ ଅବଧି ।  ୪ ଦିନିଆ ରିମାଣ୍ଡ ଶେଷ ପରେ ଆଜି କୋର୍ଟରେ ହାଜର କରାଯିବ ।

Spread the love