ଆଉ ନାହାନ୍ତି ବରିଷ୍ଠ ଦଇତା ପତି ସେବକ ନବ କିଶୋର ଦାସ ମହାପାତ୍ର

ପୁରୀ: ବରିଷ୍ଠ ଦଇତା ପତି ସେବକ ଓ ସୁଦୁ ସୁଆର ନବ କିଶୋର ଦାସ ମହାପାତ୍ର ଆଉ ନାହାନ୍ତି । ଦଇତା ନିଯୋଗର ପୂର୍ବତନ ସମ୍ପାଦକ ଓ ଶୁଦୁ ସୁଆର ନିଯୋଗର ସଭାପତି ଥିଲେ ନବ କିଶୋର ଦାସ ।

Spread the love