ଭୁବନେଶ୍ବର ଷ୍ଟେସନରୁ K9 କୁକୁର ଜରିଆରେ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଷ୍ଟେସନରୁ ଗଞ୍ଜେଇ ଜବତ ।  ହରିୟାଣାର ଗଞ୍ଜେଇ ବେପାରୀଙ୍କୁ ଧରିଲା ଆରପିଏଫ୍ ।  K9 କୁକୁର ଜରିଆରେ ଗଞ୍ଜେଇ ଠାବ କଲା ଆରପିଏଫ୍ ଟିମ୍ ।  ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ଦୁଇଜଣ ହେଲେ ହରିୟାଣା ପାନିପଥ ଅଞ୍ଚଳର ସାହାଜାଦ ଓ ମହଶିନ ।  ଦିଲ୍ଲୀ ଯିବା ପାଇଁ ଅପେକ୍ଷା କରିଥିବାବେଳେ ମାଡି ବସିଲା RPF  ।

Spread the love