୩୮ ଲକ୍ଷ ଟଙ୍କାର ଜମି ଠକେଇ ମାମଲା, ବିଲଡର ଗିରଫ
କଟକ : ଜମି ଠକେଇ ଘଟଣାରେ ବିଲଡର ଗିରଫ । ୩୮ ଲକ୍ଷ ଟଙ୍କାର ଜମି ଠକେଇ ମାମଲାରେ ବିଲଡର ସଞ୍ଜୀବ ବିଶ୍ଵାଳଙ୍କୁ ଗିରଫ କଲା କଟକ ସଦର ଥାନା ପୋଲିସ। । ଦୁଇ ଜଣ ବ୍ୟକ୍ତିଙ୍କୁ ଜମି ଦେବାକୁ କହି ଠକି ଥିବା ଅଭିଯୋଗ ହୋଇଥିଲା । ୨୦୨୨ ମସିହାରୁ ଟଙ୍କା ଦେଇ ଜମି ପାଇ ନ ଥିଲେ ଅଭିଯୋଗକାରୀ । ବାରଙ୍ଗ ଏବଂ ଗୋପାଳପୁର ଅଞ୍ଚଳରେ ଅଫିସ ଖୋଲି ଠକୁ ଥିଲେ ଗିରଫ ଅଭିଯୁକ୍ତ ।
