ବଢିଲାଣି ସାଇବର ଲୁଟେରାଙ୍କ ଦୌରାତ୍ମ — ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ଅନୁଗୁଳ (ବିକାଶ ଚନ୍ଦ୍ର ସାହୁ ) – ଡିଜିଟାଲ ଯ଼ୁଗରେ ଟଙ୍କ। ଦେଣନେଣ ପାଇଁ ଲୋକ ଡିଜିଟ।ଲ ବ। ଅନ୍‌ଲ।ଇନ ଉପରେ ବେଶ୍ ନୀର୍ଭରଶିଳ ହେଲେଣି । ସରକ।ରଙ୍କ ପକ୍ଷରୁ ମଧ୍ୟ ଏହାକୁ ଅଧିକ ସଂଖ୍ୟାରେ ବ୍ୟବହାର ପାଇଁ ଜୋରଦ।ର ଉଦ୍ୟମ କର।ଯ।ଉଛି । ହେଲେ ଏପଟେ ସ।ଇବର କ୍ର।ଇମ ରୋକିବ।ରେ ସରକ।ର ସଫଳ ହୋଇପ।ରିପ।ରୁ ନ।ହ।ନ୍ତି । ଏଥିଯୋଗୁଁ ଅନେକ ଲୋକ ଏହି କ୍ର।ଇମ୍‌ ବ। ଠକେଇର ଶିକ।ର ହୋଇ ନିଜ ସଞ୍ଚିତ ଅର୍ଥ ହର।ଉଛନ୍ତି । ବଅଁରପ।ଳ ଅଞ୍ଚଳର ମ।ୟ।ଧର ବିଶ୍ୱ।ଳ ଏଭଳି ଠକେଇର ଶିକ।ର ହୋଇଥିବ। ଥ।ନ।ରେ ଅଭିଯୋଗ ହୋଇଛି । ମାୟାଧର ତାଙ୍କ ଅଭିଯୋଗରେ ଦର୍ଶ।ଇଛନ୍ତି ଯେ, ବଅଁରପ।ଳ ୟୁକୋ ବ୍ୟ।ଙ୍କରେ ତ।ଙ୍କର ଆକ।ଉଣ୍ଟ ରହିଛି । ସେଥିରେ ୨୭ ହଜ।ର ୧୨୮ ଟଙ୍କ। ଥିଲ। । କେହି ଦୁର୍ବୃତ୍ତ ଫୋନ ପେ ମ।ଧ୍ୟମରେ ତ।ଙ୍କ ଆକାଉଣ୍ଟରୁ ୨୭ ହଜ।ର ଟଙ୍କ। ଟ୍ର।ନ୍ସଫର କରି ନେଇଛନ୍ତି । ଗତ ୧୪ ତ।ରିଖରେ ସେ ଟଙ୍କ। ଉଠାଇବ। ପ।ଇଁ ଯ।ଇଥିବ। ବେଳେ ଏ ସମ୍ପର୍କରେ ଜ।ଣି ବ୍ୟ।ଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହ।ପରେ ୧୫ ତ।ରିଖରେ ଥ।ନ।ରେ ଅଭିଯୋଗ ମଧ୍ୟ କରିଥିଲେ । ପ୍ରକ।ଶଥ।ଉ କି, ନାଲ୍‌କୋ ଅଞ୍ଚଳର କ୍ଷୀରୋଦ କୁମ।ର ସ।ହୁ ନ।ମକ ଜଣେ ଠିକ। ଶ୍ରମିକ ଏପରି ସ।ଇବର କ୍ର।ଇମ୍‌ର ଶିକ।ର ହୋଇଥିଲେ । ତ।ଙ୍କ ଆକ।ଉଣ୍ଟରୁ ୫୦ ହଜ।ର ଟଙ୍କ। ଗ।ଏବ ହୋଇଯ।ଇଥିଲ। । ଅନୁଗୁଳ , ନ।ଲ୍‌କୋ , ବଅଁରପାଳ ,ଛେଣ୍ଡିପଦା ଆଦି ଥାନାରେ ଏଭଳି ଅନେକ ଅଭିଯ଼ୋଗ ହୋଇଛି । ଏଥିପ୍ରତି ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବ।କୁ ଦ।ବି ହେଉଛି ।

Spread the love