ରାଜଧାନୀରେ ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟ୍

 

  ଗତକାଲି ବିଳମ୍ବିତ  ରାତିରେ ବମିଖାଲ ନିକଟରେ  ଛୁରାମାଡ଼  ହୋଇଛି । ଚଳନ୍ତା କାରକୁ ଅଟକାଇ ଦୁଇ ଦୁର୍ବୃତ୍ତ ଆକ୍ରମଣ କାର ଭଙ୍ଗା ରୁଜ କରିବା ସହ ଚାଳକଙ୍କୁ ଛୁରା ମାଡ଼ କରିଥିଲେ ।  ପରେ ଦୃବୃର୍ତମାନେ ଫେରାର ହୋଇ ଯାଇଛନ୍ତିଗୁରୁତର କାର ଚାଳକ କ୍ୟାପିଟାଲରେ ଭର୍ତ୍ତି  ହୋଇଥିବା ସୂଚନା  । 

Spread the love