ସ୍ନାନ ବେଦିରେ ଶ୍ରୀଜିଉଦେବେ ଦର୍ଶନ : ଜାଣନ୍ତୁ ସ୍ନାନ ଦର୍ଶନ ପରମ ପୁଣ୍ୟ
ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦିରେ ଶ୍ରୀଜଗନ୍ନାଥାଦି ଦେବତାଙ୍କର ପ୍ରତ୍ୟକ୍ଷ ସ୍ନାନ ହୋଇଥାଏ। ଏହି ସ୍ନାନର ଦର୍ଶନ କିପରି ପୁଣ୍ୟପ୍ରଦ, ତାହାର ବର୍ଣ୍ଣନା ଅଛି ‘ସ୍କନ୍ଦପୁରାଣ ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ରେ।
Read more